This podcast defines how you can win and how your journey to the path of success. How to be behave with others. your hardwork, persistence,attitudes consider as part of your success...
ଅନ୍ୟକୁ ସାହାଯ୍ୟ କଲେ ନିଜେ ଅସୁବିଧା ରେ ନିଶ୍ଚିତ ପଡିବେ କିନ୍ତୁ ଆଉ କାହାର ବିଶ୍ୱାସ ଭାଙ୍ଗିବ ନାହିଁ
କଙ୍କଡା ପରି କାହାର ଗୋଡ ଟାଣିବା ଅପେକ୍ଷା ନିଜେ ଦାୟିତ୍ୱ ନେଇ ନିଜେ ତୁଲେଇଲେ.... କାର୍ଯ୍ୟ ର ପ୍ରକୃତ ଅର୍ଥକୁ ବୁଝିପାରିବ ||||
ଅହଂକାର ଓ ଗର୍ବ ଦୁଇଟି ଏକା ପରି ଲାଗୁଥିଲେ ମଧ୍ୟ ଭିନ୍ନ....... ଗର୍ବ କରନ୍ତୁ ମନେ ମନେ କିନ୍ତୁ ଅହଂକାର କେବେ ନୁହେଁ
ନିଜ ଇଛାରେ ବଂଚିବାକୁ ଆମେ ସ୍ୱାଧୀନତା କହିପାରିବକି????
ସବୁ ପ୍ରାଣୀଙ୍କ ମଧ୍ୟରେ ମନୁଷ୍ୟ ଶ୍ରେଷ୍ଠ କାରଣ ତାର ବିଚାରଧାରା ଅଛି |||
ଯେ କୌଣସି କାର୍ଯ୍ୟ କରିଲେ ବିପଦ ନିଶ୍ଚୟ ଆସିବ |କିନ୍ତୁ ଆମେ ଯଦି ଡରିଯିବା ତାହେଲେ ହାରିଯିବା
ଆଜିର କାମ ଅଜିରେ କରିବ ଜରୁରୀ ନାହିଁ ତ ସମୟ ଆମକୁ ଅପେକ୍ଷା କରେନାହିଁ |ବର୍ତମାନ ମୁହୂର୍ତ୍ତ କୁ କିପରି ଉପଯୋଗ କରିବ!!!!!!!
Everything is in your control you have to find it.
Its defines how your attitude changes your environment